ହିଟ୍ଲର ପ୍ରେମିକାଙ୍କୁ ବିବାହ କରିବାର କିଛି ଘଣ୍ଟା ପରେ କରିଥିଲେ ଆତ୍ମହତ୍ୟା, ପଢ଼ନ୍ତୁ ପୁରା କାହାଣୀ
ହିଟ୍ଲରଙ୍କ ଜୀବନ ଶୈଳିକୁ ନେଇ ବହୁ ରୋମାଞ୍ଚକର କାହାଣୀ ରହିଛି । କାହା ଦୃଷ୍ଟିରେ ହିଟ୍ଲର ହିରୋ ଥିବା ବେଳେ କାହା ଦୃଷ୍ଟିରେ ଥିଲେ କ୍ରୁର ଶାସକ । ହେଲେ କମ୍ ଲୋକଙ୍କୁ ଜଣାଥିବ ଯେ ହିଟ୍ଲରଙ୍କୁ ଏକ ଝିଅ ସହ ପ୍ରେମ ହୋଇଥିଲା । ଝିଅଙ୍କ ନାମ ଥିଲା ଇଭା ବ୍ରାଉନ୍ । ତାଙ୍କ ବୈବାହିକ ଜୀବନ…