ରିଲିଜ ହେଲା ବିଶ୍ୱକପ୍ ହକି ଥିମ୍ ଟିଜର
ବହୁ ପ୍ରତିକ୍ଷିତ ବିଶ୍ୱକପ୍ ହକି ଥିମ୍ ଟିଜର ରିଲିଜ ହୋଇଛି। ଟିଜରରେ ‘ଜୟ ହିନ୍ଦ ଇଣ୍ଡିଆ’ର ଧୁନ୍ ଶୁଣାଯାଉଛି। ବଲିଉଡ ସଙ୍ଗିତ ନିର୍ଦ୍ଦେଶକ ଏ.ଆର. ରେହମାନ ବିଶ୍ୱକପ୍ ହକି ପାଇଁ ଥିମ୍ ସଙ୍ଗ କରିଛନ୍ତି। ଟିଜର ରିଲିଜ ପରେ ଏ.ଆର. ରେହମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ…