Odia News Portal
Browsing Tag

Hollywood

ଯାତ୍ରାକୁ କେବେ ମିଳିବ ଅନୁମତି

ଭୁବନେଶ୍ୱର: କରୋନା କଟକଣା ଲାଗି ବନ୍ଦ ହୋଇପଡିଛି ଯାତ୍ରା ଶିଳ୍ପ। କାମ ନପାଇ କଳାକାରମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ପରିବା ବେପାର କଲାଣି ତ ଆଉ କିଏ ଲେବର କାମ କଲାଣି। ବହୁବିଘ୍ନ ଦେଇ ଗତି କରୁଛନ୍ତି। କଳାକୁ ନିଜର ପେଷା କରିଥିବା ଅନେକ କଳାକାର ଘରେ ହାତ ବାନ୍ଧି…