ଭାଗ୍ୟ ବଦଳିଯିବ କରନ୍ତୁ ଏହି କାମ …
ତୁଳସୀ ଗଛକୁ ପୂଜା କରାଯିବା ସହ ଭାରତୀୟ ପରମ୍ପରାରେ ଏହାର ଅଦ୍ଭୁତ ମାନ୍ୟତା ରହିଛି। ଦୈନିକ ପୂଜାରେ ଏହାକୁ ସାମିଲ କରାଯିବା ସହ ସାଧାରଣତଃ ସମସ୍ତ ହିନ୍ଦୁ ଘରେ ଏହା ଦେଖିବାକୁ ମିଳିଥାଏ। ଏପରିକି ଏହାର ସେବନ ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ। ତେବେ ଆଜି ଆମେ ତୁଳସୀ ପତ୍ରକୁ…
