ମହୁମାଛି ପାଳନ ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ଓ କର୍ମସଂସ୍ଥା ଯୋଗାଇବାର ମାଧ୍ୟମ
ଭୁବନେଶ୍ୱର() ରାଜ୍ୟ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରିପାରିବେ । ରାଜ୍ୟର ଜଳବାୟୁ,ପର୍ଯ୍ୟପ୍ତ ଜଙ୍ଗଲ ସଂପଦ ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ…
