ହସ୍ପିଟାଲରେ କାହିଁକି ପ୍ଲସ ଚିହ୍ନ ରହିଥାଏ ? ଜାଣନ୍ତୁ ପ୍ରକୃତ କାରଣ …
ଡାକ୍ତର କିମ୍ବା ହସ୍ପିଟାଲରେ ଲାଲ୍ ରଙ୍ଗର ପ୍ଲସ୍ ଚିହ୍ନ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ। ସବୁ ଡାକ୍ତରଖାନାରେ କିମ୍ବା ଆମ୍ବୁଲାନ୍ସରେ ଏହି ପ୍ଲସ୍ ଚିହ୍ନ ଲାଗିଥାଏ। ହେଲେ କଣ ଆପଣ ଏହାର ମାନେ ଓ କାହିଁକି ଏହାକୁ ଡାକ୍ତର ଙ୍କ ପ୍ରତୀକ ବୋଲି କୁହାଯାଏ। କାଆଜି ଆମେ ଆପଣଙ୍କୁ ଏହା କାରଣ…
