୨ଶହ କୋଟି କ୍ଲବରେ ସାମିଲ ହେବ ‘ହାଉସଫୁଲ୍-୪’
ମୁମ୍ବାଇ() ‘ହାଉସ୍ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ, ରିତେଶ ଦେଶମୁଖ, କ୍ରିତି ସାନନ, ପୂଜା ହେଗଡେ ଓ କୃତି ଖରବନ୍ଦାଙ୍କ ଭଳି କଳାକାର ଏଥିରେ ଅଭିନୟ କରିଛନ୍ତି। ସୋମବାର ଏହା ୫.୫୦ରୁ ୫.୭୫ କୋଟି ବ୍ୟବସାୟ କରିଛି। ତେବେ ୧୧ଦିନ ମଧ୍ୟରେ…
