ପୁଣିଥରେ ବିବାହ କରିବେ ଋତିକ ରୋଶନ
ମୁମ୍ବାଇ() ବଲିଉଡ ଇଣ୍ଡଷ୍ଟ୍ରିରେ ସାଧାରଣତଃ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଥାଏ। ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ।ଏମିତି ଏକ ବଲିଉଡ ଦମ୍ପତ୍ତିଙ୍କ ବିଷୟରେ ଜାଣନ୍ତୁ ଯିଏ ଅଲଗା ହେବା ପରେ ପୁଣିଥରେ ଏକା ସହ ରହିବାକୁ…