ମନୁଷ୍ୟର ଆଖି କେତେ ମେଗା ପିକ୍ସେଲ୍ ହୋଇଥାଏ, ଜାଣନ୍ତୁ
ଆଖିର କାର୍ୟ୍ୟପ୍ରଣାଳୀକୁ ଦେଖି ବୈଜ୍ଞାନିକମାନେ କ୍ୟାମେରାର ଆବିଷ୍କାର କରିଥିଲେ। ମନୁଷ୍ୟର ଆଖି ଯେପରି କାମ କରିଥାଏ କ୍ୟାମେରା ମଧ୍ୟ ଠିକ୍ ସେହିପରି କାମ କରିଥାଏ।
ମନୁଷ୍ୟର ଦୁଇଟି ଆଖି ମିଶି ଚତୁର୍ଦ୍ଦିଗର ଦୃଶ୍ୟର ଛବି ମସ୍ତିଷ୍କକୁ ପହଞ୍ଚାଇଥାଏ ଏବଂ ଏହା ସବୁ ମିଶାଇ ଏକ ବହୁତ ବଡ଼…
