ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଣିଷ ମୁହଁ ଥିବା ମାଛ, ଦେଖନ୍ତୁ ଭିଡିଓ
ଲୋକଙ୍କୁ ଆଚମ୍ବିତ କଲା ଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୀନର ମିଆଓ ଗାଁରେ ଥିବା ଏକ ହ୍ରଦରେ ମଣିଷ ଚେହେରା ଭଳି ଦେଖାଯାଉଥିବା ମାଛକୁ ପହଁରିବାର ଦେଖାଯାଇଛି।
https://youtu.be/024O9dUeX_Y
ଏହି ଭିଡିଓକୁ ଜଣେ ମହିଳା ନିଜ କ୍ୟାମେରାରେ ରେକର୍ଡ କରିଛନ୍ତି।…
