ଝିଅଙ୍କୁ କରୋନା ସହ ତୁଳନା କରି ଅଡୁଆରେ କଣ୍ଠଶିଳ୍ପୀ
ଭୁବନେଶ୍ୱର() ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ଚାଇନାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍। ଭାରତରେ ମଧ୍ୟ ୧୨୫ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ବେଳେ ଓଡିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭାଇରସ୍ ପାଇଁ ସାରା ଓଡ଼ିଶା ଭୟରେ ଥିବା…
