ଇସ୍ତଫା ଦେଲେ ଆଉ ଜଣେ ଆଇଏସ ଅଫିସର
ଭୁବନେଶ୍ବର () ଦକ୍ଷୀଣ କାଣ୍ଡିର ଉପ-କମିଶନର ଏସ.ଶଶିକାନ୍ତ ସେନଥିଲ ଆଜି ଆଇଏସ ଚାକିରିରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ପ୍ରଶାସନିକ ସେବାରୁ ଇସ୍ତଫା ନେଇଥିବା ଏହି ଅଧିକାରୀ ଏକ ଖୋଲା ଚିଠିରେ ଲେଖିଛନ୍ତି ଯେ, ଅସାମ୍ବିଧାନିକ ଭାବେ ଗଣତନ୍ତ୍ରର ସାମ୍ବିଧିକ ବ୍ୟବସ୍ଥା ସହ ସାଲିସ କରି ହେବନି ।…
