ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ୍ ।ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଆଉ ଏବେ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।
ଅପରାହ୍ନ ୩ଟାରେ…
