୧ ଟଙ୍କାରେ ଇଡ୍ଲୀ ସମ୍ବର ବିକୁଛନ୍ତି ଏହି ୮୦ବର୍ଷୀୟା ବୃଦ୍ଧା , କାରଣ ପଢନ୍ତୁ …
ଯୌଥ ପରିବାରରେ ଜନ୍ମ ନେଇଥିବା କେ. କମାଲାଥଲଙ୍କୁ ଆରମ୍ଭରୁ ହିଁ ଅଧିକ ଲୋକଙ୍କ ପାଇଁ ଖାଇବା ତିଆରି କରିବାର ଅଭ୍ୟାସ ଥିଲା। ଏହାକୁ ସେ ନିଜର ରୋଜଗାରର ମାଧ୍ୟମ କରିଛନ୍ତି। ପୂର୍ବରୁ ସେ ୫୦ପଇସା ନେଉଥିବା ବେଳେ ଏବେ ୧ଟଙ୍କାରେ ଇଡ୍ଲୀ, ସମ୍ବର ଓ ଚଟନୀ ବିକ୍ରି କରୁଛନ୍ତି। ପ୍ରତିଦିନ ସେ…