Odia News Portal
Browsing Tag

Ileana D’Cruz claims that she sleepwalks

ନିଦରେ ଚାଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ () ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍। ଏକଥା ନିଜେ ଇଲିଆନା ଟୁଇଟ୍ କରି କହିଛନ୍ତି । ଖାଲି ସେତିକି ନୁହେଁ । ନିଦରେ ଚାଲିବା ଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। ନେକ ଫ୍ୟାନ୍ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହିଛନ୍ତି ।…