ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ମଣ୍ଡପ
ଭୁବନେଶ୍ୱର() ଦିଲ୍ଲୀଠାରେ ଅନୁÂିତ ଅନ୍ତର୍ଜାତୀୟ ମେଳାରେ ଓଡିଶା ମଣ୍ଡପ ଆଜି ଉଦଘାଟିତ ହୋଇଛି । ଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଓଡିଶାର ଏହି ଆକର୍ଷଣୀୟ ମଣ୍ଡପ ସ୍ଥାନ ପାଇଛି । ଏଥିରେ ଓଡିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଂଜି ନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡିଶାର…
