Odia News Portal
Browsing Tag

Indian hockey team news

ଜାତୀୟ ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ : ଜାତୀୟ ହକି ଦଳରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଆସନ୍ତା ମାସ ୧୧ ଏବଂ ୧୨ ତାରିଖରେ ଆର୍ଜେଣ୍ଟିିନାର ବୁଏନସ୍ ଏୟାରେସ୍ଠାରେ ଅ ।ନ୍ତର୍ଜାତିକ ହକି ଫେଡେରେସନ୍ ଆୟୋଜିତ ହକି ପ୍ରୋ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ହକି ଇଣ୍ଡିଆ ପ୍ରସ୍ତୁତ ହୋଇଛି ।