ଆଜି ୭୫ତମ ସ୍ୱାଧିନତା ଦିବସ
ଭୁବନେଶ୍ୱର: ଆଜି ସ୍ୱାଧିନତା ଦିବସ । ଭାରତ ପାଳୁଛି ୭୫ତମ ସ୍ୱାଧିନତା ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ସବୁଠି ଉଡୁଛି ତ୍ରୀରଙ୍ଗା । ଫରଫର ହୋଇ ଉଡୁଛି ଭାରତର ଜାତୀୟ ପତାକା । ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ସରକାରୀ ଅଫିସ ସବୁଠି ହୋଇଛି ପତାକା ଉତ୍ତୋଳନ । ୨୦୦!-->…