ଜହ୍ନରାଇଜରେ ସୁରକ୍ଷିତ ଅଛି ‘ବିକ୍ରମ’: ଇସ୍ରୋ
ନୂଆଦିଲ୍ଲୀ() ଇସ୍ରୋ ଦେଲା ଖୁସି ଖବର । ଚନ୍ଦ୍ରପୃଷ୍ଠରେ ଠିକ ଅଛି ଲ୍ୟାଣ୍ଡର ବିକ୍ରମ । ତେବେ ଇସ୍ରୋ ପକ୍ଷରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗା ସ୍ଥାପନ କରିବାକୁ ସବୁ ସମ୍ଭବ ଚେଷ୍ଟା କରାଯାଉଥିବା ନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର।
ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର…
