ଇସ୍ରୋ କହିଲା ଚନ୍ଦ୍ରରେ କାହିଁକି ରହିଛି କଳଙ୍କ
ବେଙ୍ଗାଲୁରୁ() ପୁଣିଥରେ ଚନ୍ଦ୍ରପୃଷ୍ଠ ନୂଆ ଫଟୋ ଜାରି କରିଛି ଇସ୍ରୋ । ଚନ୍ଦ୍ରଯାନ-୨ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଚନ୍ଦ୍ର ଆକାଶକୁ ଏବେ ପ୍ରଦୀକ୍ଷଣ କରୁଥିବା ଏହି ଯାନର ଡୁଆଲ ସ୍ପିଡ୍ ସିନ୍ଥେଟିକ୍ ଆପାରେଚର ରାଡାର (ଏସଏଆର)ରୁ କିଛି ଫଟୋ ଚିତ୍ର ମିଳିଛି। ଯାହାକୁ ଇସ୍ରୋ ବିଶ୍ଲେଷଣ…
