ପିସିସି ସଭାପତି ହିଁ କଂଗ୍ରେସ ଭବନକୁ ବାଉନ୍ସର ଆଣିଥିଲେ
ଭୁବନେଶ୍ୱର() ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ କଂଗ୍ରେସ ଭବନକୁ ବାଉନ୍ସର ଆଣିଥିଲେ । କେବଳ ସେ ନୁହନ୍ତି ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବି ବାଉନ୍ସର ଆଣିଥିଲେ । ଆଉ ଏକ୍ଷେତ୍ରରେ ନିଜେ ତଦନ୍ତ ପାଇଁ କମିଟି ଗଠନ କରିବା ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଛାତ୍ର କଂଗ୍ରେସର ପୂର୍ବତନ…