ଭାଙ୍ଗିଲା ଏସ୍ପି-ବିଏସ୍ପି ମେଣ୍ଟ
ଲକ୍ଷ୍ନୌ() ଭାଙ୍ଗିଲା ଏସ୍ପି-ବିଏସ୍ପି ମେଣ୍ଟ । ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି ବିଏସ୍ପି ମୁଖ୍ୟ ମାୟାବତୀ । ଆଗାମୀ ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି କହିଛନ୍ତି ମାୟାବତୀ । ଲୋକସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟିର ବ୍ୟବହାର ନେଇ ମାୟାବତୀ କ୍ଷୁବ୍ଧ ଥିଲେ । ଏହା ପରେ ମେଣ୍ଟ…