ରୋମାଣ୍ଟିକ ସିନ ବେଳେ ନିଜକୁ କଣ୍ଟ୍ରୋଲ କରି ପାରିନଥିଲେ ଏହି ଷ୍ଟାର
ମୁମ୍ବାଇ() ପୁରା ବଲିଉଡ ଆକସନ, ଡା୍ରମା ଓ ରୋମାଣ୍ଟିକ ସିନ ପାଇଁ ଫେମସ ହୋଇଯାଇଛି । ରୋମାଣ୍ଟିକ ସିନ କରିବା ପାଇଁ ବହୁତ ଅଭିନେତା ଏବଂ ଅଭିନେତ୍ରୀ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇଥାନ୍ତି । ହେଲେ ବଲିଉଡରେ ଏମିତି ଜଣେ ଷ୍ଟାର ଅଛନ୍ତି ଯେ କି ରୋମାଣ୍ଟି କ ସିନ କରିବା ବେଳେ ନିଜକୁ କଣ୍ଟୋ୍ରଲ…