Odia News Portal
Browsing Tag

jagannath-darshan

ଶ୍ରୀମନ୍ଦିରରେ ପଶି ୪ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବିଦା

ଡ୍ୟୁଟିରେ ଥାଇ ଜଗା ଦର୍ଶନ ପଡ଼ିଲା ମହଙ୍ଗା |୪ ଜଣ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି…

୧୧.୩୦ ପର୍ୟ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ()   ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପ୍ରବଳ ଲୋକ ଭିଡ଼ ହୋଇଥିବା ହେତୁ ବଢିଲା ନବଯୌବନ ଦର୍ଶନ ଅବଧି । ଦର୍ଶନ ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ାଇ ଦିଆଯାଇଛି। ୪ଟା ପରିବର୍ତ୍ତେ ରାତି ସାଢେ ୧୧.୩୦ ଯାଏଁ ଶ୍ରୀଜିଉ ଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ…