ଶ୍ରୀମନ୍ଦିରରେ କରୋନା କଟକଣା
ପୁରୀ() ପୁରୀ ଏକ ଅନ୍ତର୍ଜାତିକ ଧର୍ମସ୍ଥଳୀ ଓ ପ୍ରର୍ଯ୍ୟଟନ କେନ୍ଦ୍ର ହୋଇଥିବା ଦୃଷ୍ଟିରୁ କରୋନା ଭଳି ଏକ ଭୟଙ୍କର ମହାମାରୀରୁ ରକ୍ଷା ପାଇବା ପାଇଁ ତୀର୍ଥଯାତ୍ରୀ ଓ ସେବାୟତଙ୍କ ଉପରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ଆଜି ପୁରୀଠାରେ ଛତିଶା ନିଯୋଗ…
