ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ
ନୂଆଦିଲ୍ଲୀ() ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ । ଜାମ୍ମୁ କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ ପ୍ରତିଶୋଧରେ ଜୈଶ ଇ ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ NSA ଅଜିତ ଡୋଭାଲଙ୍କୁ ଟାର୍ଗେଟ କରିଛି । ଜୈଶ ମୋଦି ଏବଂ ଡୋଭାଲଙ୍କୁ ଟାର୍ଗେଟ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏଥିପାଇଁ…