Odia News Portal
Browsing Tag

jammu and kashmir encounter

୪ ଆତଙ୍କବାଦୀ ନିପାତ

ଜାମ୍ମୁକାଶ୍ମୀରରେ ସେନା ବାହିନୀ ଦ୍ୱାରା ଚାରି ଆତଙ୍କବାଦୀ ନିପାତ ହୋଇଛନ୍ତି । ସୋପିଆନ ସେନାର ଗୁଳିରେ ଏହି ଚାରି ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସେନା ଓ ଆତଙ୍କ ବାଦୀ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ସେନାକୁ ଏହି ସଫଳତା ମିଳିଛି । ଆତଙ୍କବାଦୀ…

ଟଳିଲେ ଦୁଇ ଆତଙ୍କବାଦୀ

ଆଜି ସକାଳେ ଜମ୍ମୁ ଓ କଶ୍ମୀରର ସୋପିଆନାର ସଫନଗରୀ ଠାରେ ସୁରକ୍ଷା କର୍ମୀଙ୍କ ସହିତ ଗୁଳିବିନିମୟ ସମୟରେ ହିଜବୁଲ ମୁଜାହିଦ୍ଦିନର ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ସକାଳେ ହୋଇଥିବା ଏହି ଏନକାଉଣ୍ଟର ଶେଷ ହୋଇଛି, ଏଥିରେ କେବଳ ଦୁଇଜଣ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ…