ବରଫ ପାଲଟିଲା ଡାଲ୍ ହ୍ରଦ, ଅଧିକ ଜାଣନ୍ତୁ…
ଜମ୍ମୁ-କାଶ୍ମୀରରେ ମାଇନସ୍ ୫ ଡିଗ୍ରୀକୁ ଖସିଲା ତାମପାତ୍ରା , ବରଫ ପାଲଟିଲା ପ୍ରସିଦ୍ଧ ଡାଲ୍ ହ୍ରଦ ।ଫଳରେ ଡାଲ୍ ହ୍ରଦ ଠାରୁ ଆରମ୍ଭ କରି ସମସ୍ତ ହ୍ରଦର ଜଳ ବରଫ ହୋଇଯାଇଛି। ଏପରିକି ଘରକୁ ଯାଇଥିବା ପାଇପ୍ ଲାଇନ୍ର ପାଣି ମଧ୍ୟ ବରଫ ହୋଇଯାଉଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।