ପୁଣି ଜାମ୍ମୁ-କଶ୍ମୀରରେ ଆତଙ୍କୀ ହମଲା
ଜମ୍ମୁକଶ୍ମୀରର ନୌଗାମ ସେକ୍ଟରରେ ସିଆଇଏସଏଫ ଯବାନଙ୍କୁ ଉପରେ ଗ୍ରେନେଡ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସିଆଇଏସଏଫର ଜଣେ ଏଏସଆଇ ରାଜେଶ କୁମାର ଶହୀଦ୍ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ନୌଗାମର ୱାଗୁରାରେ ପାୱାର ଗ୍ରୀଡ୍କୁ ସୁରକ୍ଷା ଦେଉଥିବା…