ଜମ୍ମୁକଶ୍ମୀରରେ ୫ ଆତଙ୍କବାଦୀ ନିହତ
ଜମ୍ମୁକଶ୍ମୀରର କୁଲଗାମରେ ସେନାକୁ ବଡ ସଫଳତା । କୁଲଗାମର କେଲମ ଅଂଚଳରେ ହୋଇଥିବା ଏନକାଉଁଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା, ଜମ୍ମୁକଶ୍ମୀର ପୁଲିସ, ସିଆରପିଏଫ, ୯ ରାଷ୍ଟ୍ରୀୟ ରାଏଫଲସ, ଏସଓଜିର ମିଳିତ ଅପରେସନରେ ଏହି ସଫଳତା ମିଳିଛି । କେଲମରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ…