ମାରିିଦେଲା ଯଶୋଦା
ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକାରୁ ସାତକୋଶିଆ ଯାଇଥିବା ହାତୀ ଯଶୋଦା ବନ୍ଧାହୋଇଥିବା ବେଳେ ଜଣେ ଲୋକକୁ ଦଳି ମାରିଦେଇଛି । ଅନୁଗୁଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଯଶୋଦା ବନ୍ଧା ହୋଇଥିବା ବେଳେ ସ୍ଥାନୀୟ ମାଟିଆ ସାହିର ସୁଦୁର ପ୍ରଧାନ ନାମକ ଜଣେ ବ୍ୟକ୍ତି ଯଶୋଦାକୁ କଦଳୀ ଗଛ ଖାଇବାକୁ…