ଗାଇଡଲାଇନରେ ଯାତ୍ରାକୁ ଅନୁମତି ଦେଲେ ସରକାର
					ଅଗଷ୍ଟ ମାସ ପାଇଁ କଟକଣା କୋହଳ କରିଛନ୍ତି ସରକାର  । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଅନଲକ ପ୍ରକ୍ରିୟା  । ଏଥର ଗାଇଡଲାଇନରେ ଯାତ୍ରା ପାଇଁ ଅନୁମତି ମିଳିଛି  । ପୁଣି ଯାତ୍ରା ପେଣ୍ଡାଲରେ ଜଳିବ ଆଲୁଅ  । କଳାକାରମାନେ ମେକଅପ୍ ନେଇ ପୁଣି ଯାତ୍ରା ପରିବେଷଣ କରିବେ  । କଟକଣା ମଧ୍ୟରେ!-->…				
						
						
			