Odia News Portal
Browsing Tag

Jaydev Vihar-Nandankanan Road

ରାଜଧାନୀରେ ତିଆରି ହେବ ଆଉ ଦୁଇଟି ନୂଆ ଫ୍ଲାଏ ଓଭର,କମିବ ଟ୍ରାଫିକ ଜାମ୍

ଭୁବନେଶ୍ୱରରେ ଆଉ ଦୁଇଟି ନୂଆ ଫ୍ଲାଏଓଭର ତିଆରି ହେବ। କଳିଙ୍ଗ ହସ୍ପିଟାଲ ଛକରୁ ରେଲ୍‌ବିହାର ଛକ ଯାଏ ପ୍ରଥମ ଫ୍ଲାଏଓଭର ହେବ। ଡମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଯାଏ ଆଉ ଏକ ଫ୍ଲାଏଓଭର ରହିବ। ଉଭୟ ଫ୍ଲାଏଓଭର ୬ ଲେନ୍‌ ବିଶିଷ୍ଟ ହେବା ନେଇ ସୂଚନା ମିଳିଛି ।ଏବେ ଫ୍ଲାଏଓଭର ତିଆରି ନେଇ