ରୋଗିଙ୍କ ପାଇଁ ଆଶା ବାଡ଼ି ପାଲଟିଛି “ଜୀବନ ବିନ୍ଦୁ”
ଭୁବନେଶ୍ବର() ‘କରୋନା’ରୁ ମୁକ୍ତି ପାଇଁ ଏବେ ସମଗ୍ର ବିଶ୍ୱ ପ୍ରୟାସ କରୁଥିବାବେଳେ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। କରୋନା ଭଳି ବିପତ୍ତି ପାଇଁ ଲକଡାଉନ୍…