ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ
ଭୁବନେଶ୍ୱର() ଆଜି ବିଜେଡି ଛାଡିଛନ୍ତି ଜୀବନ ପ୍ରଦୀପ ଦାସ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଜୀବନ ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ପରେ ସେ କହିଛନ୍ତି ଯେ, ‘ଦଳ ମୋତେ ଅଣାଦଖା କରୁଥିଲା । ଉପ-ନିର୍ବାଚନରେ ଦଳ ଯାହା ଦାୟିତ୍ୱ ଦେଇଥିଲା କରିଥିଲି ।’
ତେବେ ଗତକାଲି ଦଳରୁ ନିଲମ୍ବିତ ହୋଇଥିଲେ…