ଯାତ୍ରା ଜଗତରେ ଜିନା
ଭୁବନେଶ୍ବର() ଚର୍ଚ୍ଚାରେ ଅଭିନେତ୍ରୀ ଜିନା ସାମଲ । ଆଲ୍ବମ୍ ସହିତ ଉଭୟ ବଡ଼ ଓ ଛୋଟ ପରଦାରେ ଅଭିନୟ କରିଥିବା ଜିନା ଯଲିଉଡ୍ରେ ବି ପାଦ ଥାପିବାକୁ ଆଗ୍ରହୀ। ନିକଟରେ ଏକ ଚାଟ୍ ଶୋ’ରେ ସେ ନିଜେ ଏ ନେଇ କହିଥିଲେ। ସେ କହିଥିଲେ ଯେ ତାଙ୍କୁ ଯଲିଉଡ୍ରୁ ଅନେକ ଅଫର୍ ମିଳିଛି। ସେମାନେ ଭଲ ପଇସା…