Odia News Portal
Browsing Tag

Jindal

ଜେଏସପିଏଲ ଫାଉଣ୍ଡେସନ-ପ୍ରୋତ୍ସାହିତ ଉଷୁ ଖେଳାଳୀ ସାଇ ରେ କୋଚିଂ ପାଇଁ ମନୋନୀତ

ବଡବିଲ()  ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା ପ୍ରୋତ୍ସାହିତ ହୋଇଥିବା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଂଚଳର ତିନି ଜଣ ଯୁବ ଉଷୁ ଖେଳାଳି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ (ସାଇ) ଦ୍ୱାରା ପରିଚାଳିତ କେନ୍ଦ୍ର ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଛନ୍ତି I ଶ୍ରୀ କ୍ରିଷ୍ଣା…

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର() ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ସମ୍ମିଳନୀ -୨୦୨୦ କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ - ୨୦୨୦ ସମ୍ମାନରେ ସମ୍ମାନିତ କରାଯାଇଛି | ଜେଏସପିଏଲ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା 'ଆଶା-…

ଇସ୍ପାତ ର୍ନିମାଣରେ ଜେଏସ୍ପିଏଲର ରେକର୍ଡ

ନୂଆଦିଲ୍ଲୀ() ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ୍‌) ଇସ୍ପାତ ର୍ନିମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି । ଅପ୍ରେଲ ମାସରେ ଜେଏସ୍ପିଏଲ୍…

ଫ୍ରାନ୍ସକୁ ରେଲ୍ ବ୍ଲୁମ ଯୋଗାଇବ ଜେଏସ୍‌ପିଏଲ୍‌

ହେଡ୍‌-ହାର୍ଡେନ୍‌ଡ ରେଲ୍ ଉତ୍ପାଦନ କରୁଥିବା ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) କଲିକତା ମେଟ୍ରୋ କର୍ପୋରେସନ୍ ପାଇଁ ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ର ୨୩୦୮ ଟନ୍ ଯୋଗାଣ  ଅର୍ଡର ପାଇବା ପରେ ପ୍ରନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍…

କରୋନା ମୁକାବିଲା ନେଇ ଅସହାୟ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କଲା ଜିନ୍ଦଲ

ଭୂବନେଶ୍ୱର() କୋଭିଡ-୧୯ମୁକାବିଲା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ଓଡିଶାର ତିନି ଜିଲ୍ଲାରେ ତାର କାରଖାନା କିମ୍ବା ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ…

କରୋନା ପାଇଁ ୨୫ କୋଟି ଦାନ କଲା ଜିନ୍ଦଲ

ନୂଆଦିଲ୍ଲୀ / ଭୂବନେଶ୍ୱର() କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ପ୍ରଧାନମନ୍ତ୍ରୀଙ୍କ ପିଏମ୍‌-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି ।  "କୋଭିଡ – ୧୯ ମହାମାରୀ…