Odia News Portal
Browsing Tag

jitu-mitra-joins-bjd

ବିଜୁ ଜନତା ଦଳ ମୋ ପୁରୁଣା ଘର: ଜିତୁ

ପୁଣି ବିଜେଡିକୁ ଫେରିଲେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସ ଆସି ଦଳରେ ଯୋଗ ଦେଇଛନ୍ତି। ଜିତୁ ମିତ୍ରଙ୍କ ଯୋଗଦାନ ଫଳରେ ଦଳ ଆହୁରି ମଜବୁତ ହେବ ବୋଲି ନବୀନ କହିଛନ୍ତି। ଜିତୁ କହିଛନ୍ତି ବିଜୁ ଜନତା ଦଳ ମୋ ପୁରୁଣା ଘର।…