୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ପାହ୍ୟା
ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ପୁନର୍ଗଠନ ବିଧେୟକକୁ ମଧ୍ୟ…
