ଟଙ୍କା ପାଇଁ ନିଜଠାରୁ ଟଥେଷ୍ଟ ବଡ ଯୁବକଙ୍କୁ ବିବାହ କରିଛନ୍ତି ଏହି ଚର୍ଚ୍ଚିତ ଅଭିନେତ୍ରୀ
ମୁମ୍ବାଇ()ବଲିଉଡର ସୁପରହିଟ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜୁହି ଚାୱଲା।ଲଭ ଷ୍ଟୋରୀରୁ ଆରମ୍ଭ କରି କମେଡି ଯାଏଁ ଜୁହି ସବୁ ଭୂମିକାରେ ନିଜର ବେଷ୍ଟ ଦିଅନ୍ତି।
ଜୁହି ଚାୱଲା ଜୟ ମେହତାଙ୍କୁ ବିବାହ କରିଛନ୍ତି। ଜୁହି ଓ ଜୟଙ୍କ ବୟସରେ ଲମ୍ବା ବ୍ୟବଧାନ ରହିଛି । ଜୟ ମେହତା ନିଜ…
