ସଫଳତା ନ ମିଳିବାରୁ ଆତ୍ମହତ୍ୟା କଲେ ଏହି ମଡେଲ
୨୦ ବର୍ଷୀୟା ମଡେଲ ପର୍ଲ ପଞ୍ଜାବୀ ଗୁରୁବାର ରାତିରେ ନିଜ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ପର୍ଲ ବଲିଉଡ୍ରେ କ୍ୟାରିୟର କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବହୁ ଦିନ ହେବ ଫିଲ୍ମ ଜଗତରେ ସଂଘର୍ଷ କରିଆସୁଥିଲେ। ମାତ୍ର ସଫଳତା ନ ମିଳିବାରୁ ନିରାଶ ହୋଇ ଗୁରୁବାର ନିଜ ଘର ଛାତରୁ…
