ପାକିସ୍ତାନକୁ ହରାଇଲା ଜର୍ମାନ
ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ୧-୦ ଗୋଲରେ ପାକିସ୍ତାନକୁ ମାତ ଦେଲା ଜର୍ମାନ। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୮ମ ମ୍ୟାଚ୍ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ସେହିଭଳି…