ବିଜେଡିରୁ ଇସ୍ତଫା ଦେଲେ କେ. ନାରାୟଣ ରାଓ
ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ୍ ନମିଳିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଅଢେଇ ହଜାର କର୍ମୀ ଓ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ଇସ୍ତଫା ଦେଇଛନ୍ତି କେ. ନାରାୟଣ ରାଓ । ତେବେ ଇସ୍ତଫା ପତ୍ର…