Odia News Portal
Browsing Tag

K siban

ଏଣିକି ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ରକେଟ ଏବଂ ସାଟେଲାଇଟ ତିଆରି କରିପାରିବେ

ନୂଆଦିଲ୍ଲୀ() ଆଗାମୀ ଦିନରେ ଭାରତରେ ମଧ୍ୟ ମହାକାଶ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ଏନେଇ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ଇସ୍ରୋର ମୁଖ୍ୟ କେ ଶିବନ କହିଛନ୍ତି ଯେ ଏଣିକି ବେସରକାରୀ କମ୍ପାନୀ ଗୁଡ଼ିକୁ ମଧ୍ୟ ରକେଟ ଏବଂ…