ବ୍ୟାଙ୍କ ଆକାଉଣ୍ଟ ଦେଖନ୍ତୁ, କାଳିଆ ଟଙ୍କା ଆସିଲା
ଭୁବନେଶ୍ବର () ଆଜିଠାରୁ କାଳିଆ ଯୋଜନାରେ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 12 ଲକ୍ଷ 45ହଜାର 490 ଜଣ ଚାଷୀଙ୍କୁ ମିଳିଛି 5000 ଟଙ୍କା ଲେଖାଏଁ ସହାୟତା । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଛି । ପ୍ରଥମ…