ପିଏମ କିଷାନ ଯୋଜନା ସହ ମିଶିବନି କାଳିଆ ଛାତ୍ର ବୃତ୍ତି
ଭୁବନେଶ୍ୱର() ବନ୍ଦ ହେବନି କାଳିଆ ଛାତ୍ର ବୃତ୍ତି ।ପୂର୍ବ ଭଳି ମେଧାବୀ ଛାତ୍ରଛାତ୍ରୀଙ୍କୁ କାଳିଆ ଛାତ୍ରବୃତ୍ତି ମାଧ୍ୟମରେ ଟଙ୍କା ଦେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ ।
ସୂଚନା ଅନୁସାରେ, ପିଏମ କିଷାନ ଯୋଜନା ସହ ମିଶିବନି କାଳିଆ ଛାତ୍ର ବୃତ୍ତିା…
