ପିଏମ କିଷାନ ଯୋଜନା ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଚାଲୁ ରହିବ
ଭୁବନେଶ୍ୱର () କାଳିଆ ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ଏ ନେଇ ଗତ 30 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ବର୍ଷ ଠାରୁ ପିଏମ କିଷାନ ନିଧି ସହାୟତା କାଳିଆ ହିତାଧିକାରୀଙ୍କୁ ମିଳିବ ସହାୟତା ।
2019 ରବି ଋତୁ ପାଇଁ କାଳିଆ ସହାୟତା ଦିଆଯିବନି, କାରଣ ପିଏମ କିଷାନ ଯୋଜନା…
