କଳିଙ୍ଗ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ
ଭୁବନେଶ୍ବର() କଳିଙ୍ଗ ହସ୍ପିଟାଲରେ ରେଡ । ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଏହି ରେଡ କରାଯାଇଛି । ଚଢାଉ ବେଳେ ୬ଟି ସାମଗ୍ରୀ ନିମ୍ନମାନର ଔଷଧ ଜବତ ହୋଇଛି ।ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ୩ ଜଣ ଅଧିକାରୀ କଳିଙ୍ଗ ହସ୍ପିଟାଲ ଉପରେ ଆଜି ଅଚାନକ୍…