ଦିଲ୍ଲୀରେ ଅଟକିଲା କଳ୍ପନାଙ୍କ ମରଶରୀର, କାରଣ ଜାଣନ୍ତୁ…
ଭୁବନେଶ୍ୱର () ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର। କାଠମାଣ୍ଡୁରୁ ଦିଲ୍ଲୀ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନ ପଳାଇ ଆସିଥିଲା। ସେଥିପାଇଁ ଆସନ୍ତାକାଲି ସକାଳ ୭ଟାରେ ତାଙ୍କ ମରଶରୀର…