ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଏହି ଅଭିନେତା
ମୁମ୍ବାଇ()ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଅଭିନେତା କମଲ ହାସନ । ସେଥିଲାଗି ଚେନ୍ନାଇ ଓ କମଲଙ୍କ ହୋମଟାଉନ ପରମାକୁଡ଼ିରେ ତିନିଧରି ଉତ୍ସବ ପାଳନ କରାଯିବ। ଏହି କାର୍ୟ୍ୟକ୍ରମ ୭ରୁ ୯ ନଭେମ୍ବର ପର୍ୟ୍ୟନ୍ତ ହେବ।
କମଲ ହାସନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି।…
